Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashis Kumar Swain

Abstract Others

5.0  

Ashis Kumar Swain

Abstract Others

ଜୀବନ

ଜୀବନ

1 min
283


ଜୀବନଟା ଏକ ଆଶ୍ଚର୍ଯ୍ୟ ପ୍ରତିଟି ମୁହୂର୍ତ୍ତ ଲାଗେ ବିସ୍ମୟ ,

ନିର୍ଦ୍ଧିଷ୍ଟ ପଥ ତା ନ ଥାଏ ଅଙ୍କା ବଙ୍କା ରାସ୍ତାରେ ଚାଲୁଥା ଏ ।


ଜୀବନ ଏକ ପ୍ରଦୀପ ଶିଖା ସେ ଜଳି ଅନ୍ୟକୁ ଆଲୋକ ଦିଏ ,

ଆୟୁଷର ଅନ୍ତ ପର୍ଯ୍ୟନ୍ତ ଦୁଃଖ ସୁଖକୁ ଅସ୍ତ୍ର କରିଥାଏ ।


ଜୀବନଟା ଦଦରା ନୌକା କେତେବେଳେ ସେ କୂଳ ଛୁଇଁ ଯାଏ ,

କେତେବେଳେ ସେ ଦିଗହରା ଅଶାନ୍ତ ଜଳରେ ବାଟ ଖୋଜୁଥାଏ ।


ଜୀବନଟା ଏକ ମୃତ୍ତିକା କେବେ ଆକୃତିରେ ସଜେଇ ହୁଏ ,

କେବେ ସେ ଆକୃତି ନ ପାଇ ଅଧା ଗଢା ଆଶାରେ ରହିଯାଏ ।


Rate this content
Log in

Similar oriya poem from Abstract