ଜୀବନ ରାଗ ୬
ଜୀବନ ରାଗ ୬
ନିନ୍ଦିତ ହେବାପାଇଁ ଇଚ୍ଛା
କରେ କେଉଁ ଜନ
ନିନ୍ଦିତ କର୍ମରେ ମାତି
ବିତାଏ ଜୀବନ ।
କୃତକାର୍ଯ୍ୟ ହେବା ଲାଗି
ବଳେନା କାହା ମନ
ପରିଶ୍ରମ ନଥିଲେ ବି
ଇଚ୍ଛେ ପ୍ରଶଂସା ଭାଜନ ।
ନିନ୍ଦିତ ହେବାପାଇଁ ଇଚ୍ଛା
କରେ କେଉଁ ଜନ
ନିନ୍ଦିତ କର୍ମରେ ମାତି
ବିତାଏ ଜୀବନ ।
କୃତକାର୍ଯ୍ୟ ହେବା ଲାଗି
ବଳେନା କାହା ମନ
ପରିଶ୍ରମ ନଥିଲେ ବି
ଇଚ୍ଛେ ପ୍ରଶଂସା ଭାଜନ ।