STORYMIRROR

Gyanaranjan Sahoo

Inspirational

2  

Gyanaranjan Sahoo

Inspirational

ଜୀବନ ରାଗ ୫

ଜୀବନ ରାଗ ୫

1 min
2.2K


ଜୀବନେ ହଜିଛି

ଅନେକ ସପନ

ତଥାପି ଉଦୟ

ହୁଏନି ତପନ ।


ରାଗ ବିନା ଜୀବ

ହୁଏ ହୀନିମାନ

ବଇରାଗ ପାଇଁ

ମଉନ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational