STORYMIRROR

Gyanaranjan Sahoo

Inspirational

5.0  

Gyanaranjan Sahoo

Inspirational

ଜୀବନ ରାଗ -୨୩

ଜୀବନ ରାଗ -୨୩

1 min
13.2K


ଯାଉନା ଧନ !

ବୁଢ଼ା ବୟସରେ କିଆଁ ଉଚ୍ଛନ୍ନ

ମାଟି ଗୋଡି ବାଲି ଯେତେ ସାଉଁଟିଲୁ

ବାଳୁଙ୍ଗା ପୁଅକୁ କଲେ ସମ୍ମାନ ।


ଜବରଦଖଲ ଲୋଭ ତା' କେତେ !

ବାଡ଼ିରେ ଆଶ୍ରିତ ଠେଙ୍ଗାରେ ମାତେ

ପଡ଼ିଶା ବାଡ଼ିରୁ ନେବାକୁ ହାତେ

କୋକେଇରୁ ଉଠି ଆସୁଛି ସତେ ।


Rate this content
Log in

Similar oriya poem from Inspirational