STORYMIRROR

Gyanaranjan Sahoo

Inspirational

2  

Gyanaranjan Sahoo

Inspirational

ଜୀବନ ରାଗ ୧୯

ଜୀବନ ରାଗ ୧୯

1 min
14.3K


ପୂର୍ବେ ଯେ ଆସିଥିଲେ ମହି

ସର୍ବ ସମ୍ମୁଖେ ଗଲେ ବହି

ଭାଗ୍ୟେ ଦୁର୍ଲ୍ଲଭ ତନୁ ପାଇ

ବୃଥା ନ ଯାଉ ସ୍ବାର୍ଥେ ମୋହି ।


କରେ ଯେ ପର ଉପକାର

ସୁକର୍ମ ଧର୍ମ ଲୋକାଚାର

ଜୀବ ଗଲେ ବି ସେ ଅମର

ଲଭେ ଆନନ୍ଦେ ସ୍ବର୍ଗପୁର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational