ଜୀବନ ରାଗ ୧୮
ଜୀବନ ରାଗ ୧୮
ଯେ ହୃଦେ ଅଛି ବାସ ତୋର
ଅବର୍ତ୍ତମାନେ ହେବେ ଦୂର
ଚିତ୍ରରେ ହେବୁ ଉପଚାର
ଶ୍ରାଦ୍ଧବାର୍ଷିକୀ ଦିନ ତୋର ।
ଜଗତ ନୁହେଁ ତୋର ସାଥି
ଚାରି ଦିନର ତୁ ଅତିଥି
ଷଡ଼ରିପୁରେ ହେଲେ ରଥି
ଦୁର୍ଗତି ଡକାଏ ସାରଥି ।
ଯେ ହୃଦେ ଅଛି ବାସ ତୋର
ଅବର୍ତ୍ତମାନେ ହେବେ ଦୂର
ଚିତ୍ରରେ ହେବୁ ଉପଚାର
ଶ୍ରାଦ୍ଧବାର୍ଷିକୀ ଦିନ ତୋର ।
ଜଗତ ନୁହେଁ ତୋର ସାଥି
ଚାରି ଦିନର ତୁ ଅତିଥି
ଷଡ଼ରିପୁରେ ହେଲେ ରଥି
ଦୁର୍ଗତି ଡକାଏ ସାରଥି ।