STORYMIRROR

Gyanaranjan Sahoo

Inspirational

2  

Gyanaranjan Sahoo

Inspirational

ଜୀବନ ରାଗ - ୧୩

ଜୀବନ ରାଗ - ୧୩

1 min
13.9K


ଚିର କୁମାର ମୁଁ

ସତ୍ୟବାନ ବି ଯାଏ ଲାଜେଇ

ବେଦୀ ଦେଖେ କି ନ ଦେଖେ

ଗଣିତ ବୃଦ୍ଧିରେ ବାଇ ।

 

ଚିର କୁମାରୀ ମୁଁ

ଚୁଲି ଝିଙ୍କା ଦେଲେ ଧୋଇ

ହାତଗଣ୍ଠି ପରେ ଯମ ପାଶେ ନିତି

ସାବିତ୍ରୀ ହାତେ ଧରଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational