STORYMIRROR

Monalisa Swain

Abstract

2  

Monalisa Swain

Abstract

ଜୀବନ ର ମାନେ

ଜୀବନ ର ମାନେ

1 min
248

ଜୀବନ ର ମାନେ ନୁହଁ

କେବଳ ଜୀଇଁବା

ନିଜେ ହସି ହସାଇବା

ପ୍ରତି ମନେ ଖୁସି ଦେବା

ଜୀବନ ର ମନ୍ତ୍ର ଇଏ

ଶିଖି ଶିଖାଇବା

ଜୀବନର ମାନେ ନୁହଁ

ସବୁବେଳେ ଜିତୁଥିବା

ହାରିଲେ ବି ନ କାନ୍ଦିବା

ଜିତିବା ର ଚେଷ୍ଟା କରୁଥିବା

ଇଶ୍ୱର ଙ୍କ ଇଚ୍ଛା ବୋଲି

ମାନି ନେଇଯିବା

ଜୀବନର ମାନେ ନୁହଁ

ଫୁଲ ପଥେ ଚାଲୁଥିବା

କଣ୍ଟକିତ ପଥରେ ବି

ଧର୍ଯ୍ୟ ଧରିଥିବା

ଝୁଣ୍ଟି ପଡିଗଲେ ବି

ପୁଣି ଉଠି ଚାଲିବା ର

ସାହସ ବାନ୍ଧିବା

ଜୀବନ ର ମାନେ ନୁହଁ

ପର ଖୁସି ଦେଖି

ଇର୍ଷା କରୁଥିବା

ପରକୁ ଆପଣା ର କରି

ଜୀବନ ରେ ଆନନ୍ଦ ପାଇବା



Rate this content
Log in

Similar oriya poem from Abstract