STORYMIRROR

Mrs. SASMITA DAS

Abstract

3  

Mrs. SASMITA DAS

Abstract

ଜୀବନ ପର୍ଯ୍ଯାୟରେ ପୁସ୍ତକ

ଜୀବନ ପର୍ଯ୍ଯାୟରେ ପୁସ୍ତକ

1 min
12.1K

ପୁସ୍ତକ ମୋ ଜୀବନର

ଅବିଚ୍ଛେଦ୍ଯ ଅଙ୍ଗ

ମୋ  ପ୍ରତିଟି ଆବେଗ

ଏଥିରେ   ଜଡ଼ିତ

ଜୀବନ ର ପ୍ରତି ପର୍ଯ୍ଯାୟ ର ସ୍ମୃତିକୁ

ସାଇତି  ରଖିଲା   ପରି

ବହିକୁ ବି ସଜାଡ଼ି ଥାଏ

ମୋ   ବହି     ଥାକରେ

ଇଛା ହୁଏ ଯେବେ, ଆଣି ମୁଁ ପଢ଼େ 

ଅତୀତ ର ସ୍ମତି  କୁ  ରୋମନ୍ଥନ କରେ

କେତେ ନିକଟ ରୁ 

ବହି କୁ ମୁଁ ବୁଝେ

ନ ବୁଝିଲା ପୃଷ୍ଠା  ତଥାପି  ମୁଁ  ପଢ଼େ

ସେ କେତେ ବୁଝେ ମୋତେ

ମୁଁ  ଜାଣେ ନା

ପ୍ରଶ୍ନର  ସମାଧାନ ଖୋଜେ 

ମୁଁ ଏହି ବହି ରେ  

 ସୁଖ ନିଦ୍ରା  ପାଇଁ 

ପୁସ୍ତକ କୁ  ମୁଁ ସୁଖ  ସାଥୀ କରେ 

ପ୍ରତିଟି ଆବେଗ ରେ ତାକୁ ଜଡ଼ିତ କରେ.


Rate this content
Log in

Similar oriya poem from Abstract