STORYMIRROR

Harekrushna Deb Sahoo

Tragedy Action Thriller

3  

Harekrushna Deb Sahoo

Tragedy Action Thriller

ଜୀବନ ଜଞ୍ଜାଳ

ଜୀବନ ଜଞ୍ଜାଳ

1 min
193

ଦୀପ ଜାଳିବା ଦୀପାବଳି ପାଇଁ, 

ସୂରଜ ଉଇଁଲେ ଅନ୍ଧାର ଛାଇ। 


ଚନ୍ଦ୍ରମା ଆଲୋକେ ପୂର୍ଣ୍ଣିମା ଆସେ

ଅମା ଅନ୍ଧକାର ଦିଏ ହଟାଇ। 


ଅଗ୍ନି ଲାଗିଲା ବଉହାତ ପାଇଁ

ପେଟପୁରା ଗଣ୍ଡେ ଖାଇବା ଭାଇ। 


ନିଦ ମାଉସୀ ଖଟିଆ ଇବୋରି

ବୋପାଲୋ କେତେ ମାରୁଥାଉ ହାଇ। 


ଉଦୟ ଅସ୍ତ ଜନମ ମରଣ

ଜୀବନ ଖେଳ ଆଲୁଅର ଛାଇ। 

       



Rate this content
Log in

Similar oriya poem from Tragedy