Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Jena

Abstract Drama Inspirational

4.0  

Chandrakanta Jena

Abstract Drama Inspirational

ଜୀବନ ଚକ୍ର

ଜୀବନ ଚକ୍ର

1 min
171


ଜନ୍ମ ଆଉ ମୃତ୍ଯୁ

ଗୋଟିଏ ଧାର ଲୋ

ମଝିରେ ଜୀବନ ନାଆ  ।


ଏକ‌ ପାଖେ ଜନ୍ମ

ଏକ‌ ପାଖେ ମୃତ୍ଯୁ

ମଝି ମିଛ ମୋହ ମାୟା  ।


ଏନ୍ତୁଡି ଆରମ୍ଭ

ଜୁଇ ମୁହେଁ ଶେଷ

ମଧ୍ଯ୍ଯମ ଜୀବନ କଳା   ।


କିଛି ପାପ ପୂନ୍ଯ

କିଛି ତ୍ଯାଗ ଲୋଭ

କର୍ମେ ହୋଇଥାଏ ବୋଳା  ।


ଅର୍ଜିତ ତୋ ପୂନ୍ଯ

ମୁକ୍ତି ର ଦର୍ଶନ

ପାପ ନର୍କଗାମି ଜ୍ଜାଳା   ।


କର୍ମ ଫଳ ଭୋଗି

ସଂସାର ତ୍ଯାଗିବୁ

ରଚି ଜୀବନର ଖେଳା  ।


 ଅଢେଇ ଦିନ ଲୋ

ଜୀବନର ପଥ

ମିଛେ ହେଉ କାହିଁ ବାଇ  ।


ଧନ ଜନ କେହି

ସାଥିରେ ନଯିବେ

କର୍ମ ଫଳ ଯିବୁ ନେଇ  ।


Rate this content
Log in

Similar oriya poem from Abstract