STORYMIRROR

arun sahoo

Romance Fantasy Inspirational

3  

arun sahoo

Romance Fantasy Inspirational

ଜୀବନ ବନ୍ଧୁ

ଜୀବନ ବନ୍ଧୁ

1 min
302

ଜନମ ଜନମର ସାଥିଟିଏ ହୋଇଛି

ଜୀବନ ପଥର ସଙ୍ଗିନୀ ହୋଇ

ଜୀବନ ଜୀବନେ ବନ୍ଧୁ

ସ୍ବାମୀ ପାଇଁ ସ୍ତ୍ରୀ,ସ୍ତ୍ରୀ ପାଇଁ ସ୍ବାମୀ ।


ପରିବାର ଛାଡ଼ି ପରକୁ କରିଛି ଆପଣାର ମିତ୍ର

ଜାହା ସହିତ ମିଶି କରିଛି ସଂସାର

ସୁଖରେ ଦୁଖରେ ପାଖରେ ବସି

ସ୍ବାମୀ ମନକଥା ବୁଝୁଥିବ

ସେ ମୋର ଜୀବନର ସାଥୀ ।


ଯାହା ସହିତ ମିଶି କରିଛି ଘର

ଜାହାବିନା ଘର ଅନ୍ଧକାର

ସେ ମୋ ମନର ରାଣୀ

ମୁଁ ତା ଜୀବନ ସାଥି । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance