STORYMIRROR

Nrusingha Panigrahi

Inspirational

3  

Nrusingha Panigrahi

Inspirational

ଜୀବନ ବିନ୍ଦୁ

ଜୀବନ ବିନ୍ଦୁ

1 min
11.7K


ରକ୍ତ ପାଇଁ ବିନ୍ଦୁ

ଜୀବନରେ ହୋଇଯାଏ ସାତ ସିନ୍ଧୁ

ଭରିଦିଏ ହୃଦୟରେ ଖୁସିର ଇନ୍ଦୁ

ଲଭିଥାଏ ଖୁସିର ଟୋପାଏ ବିନ୍ଦୁ....


ରକ୍ତ ପାଇଁ ବିନ୍ଦୁ

ଶିଖାଇ ଭାଇଚାରାର ନିବିଡ଼ ସମ୍ପର୍କ

ମାନେ ନାହିଁ ଧର୍ମ ବର୍ଣ୍ଣରେ ଚାଲୁଥିବା ଅର୍କ

ଖୋଲିଦିଏ ବଞ୍ଚିବାର ନୂତନ ଭାବେ ବାଟ.....


ରକ୍ତ ପାଇଁ ବିନ୍ଦୁ

ବୋଳି ଦିଏ ଖୁସିର ବିଭିନ୍ନ ରଙ୍ଗ

ବାସି ହୁଅନ୍ତି କେତେ ଯେ ରୋଗ

ସଜ ହୋଇ ଯାଇ ରୋଗୀଙ୍କ ଲକ୍ଷ୍ୟ......।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational