STORYMIRROR

Balaram Barik

Inspirational

3  

Balaram Barik

Inspirational

ଜୀବନ ବାଣ୍ଟୁଛି,ମୁଁ ଯମ ଦୂତ।

ଜୀବନ ବାଣ୍ଟୁଛି,ମୁଁ ଯମ ଦୂତ।

1 min
200


ସଡକ ରେ ହେଲା ଦୁର୍ଘଟଣ

ଦୋଷ ମୁଣ୍ଡଉଛି ଜନ୍ତୁରାଣ


ଭୁଲି ନିଜର ଦୋଷକୁ ଭାଇ

ଯମ ଟାଣିନେଲା ଦଉଛ କହି


ଅସାବଧାନ ହେଲେ ଯେ ତୁମେ

ସୁରକ୍ଷା ନିୟମ ନ ଆସେ କାମେ


ଦ୍ରୁତ ଗତି ମହବିପତ୍ତି ଅଟଇ ପରା

ଖାତିର ନକଲେ ଲିଭେ ଜୀବନ ଧାରା


ସିଟବେଲ୍ଟ ,ହେଲମେଟ ଅଟେ ରକ୍ଷା କବଚ

ପିନ୍ଧିଲେ ଆମ ଫେସନ ବିଗିଡିଯିବ କହୁଛ


ଗତି ସୀମା କୁ କରିଣ ସର୍ବଦା ଉଲଂଘନ

ଭାଙ୍ଗୁଛ ଯେ ସଡକ ସୁରକ୍ଷାର ସମ୍ବିଧାନ


ମୁଁ ଅଟଇ ଜୀବନ ବାଣ୍ଟୁଥିବା ଯମଦୂତ

ତୁମ ଦୁର୍ଲଭ ଜୀବନ ରକ୍ଷା କରିବିରେ ମିତ


ଲଗାଇଛି କାମେ ମୋତେ ସଦା ବେଦାନ୍ତ

ମାରି ସ୍ପୀଡ଼ଗନ,କାଟିବି ଚାଲାଣ ତ୍ୱରିତ


ଆସିଛି ଉପରୁ ମୋତେ ଶକ୍ତ ଆଦେଶ

ବାଣ୍ଟିବି ସୁରକ୍ଷା ବାଣୀ ଘୁଞ୍ଚିବ ତଵ କ୍ଳେଶ


ତୁମ ଅପେକ୍ଷାରେ ସଦା ତୁମ ପରିବାର

ନହୁଅ ସଡକେ ଜମାରୁ ତୁମେ ତରବର


ସଡକ ଦୁର୍ଘଟଣାରେ ଏ ଦେଶ ଏକ ନମ୍ବର

ବଦଳାଇବା ଏହି ପରିସଂଖ୍ୟାନ ମିଶାଅ ସ୍ୱର


Rate this content
Log in

Similar oriya poem from Inspirational