STORYMIRROR

Sushree sangita Swain

Tragedy

2  

Sushree sangita Swain

Tragedy

ଜୀଅନ୍ତା ଶବ

ଜୀଅନ୍ତା ଶବ

1 min
3.1K

ଦେଖ ମାଳବିକା, 

ତୁମ ବିନା ମୋ ଜୀବନ ଅନ୍ତଃସାର ଶୂନ୍ୟ 

ନିରସ୍ତ୍ର  ସୈନିକ ମୁଁ 

ଜୀବନ ରଣଭୂମି  ରେ 

କରୁଛି ରୋଦନ |

ପାରିବିନି ପ୍ରିୟେ 

ଚାଲି ଏତେ ଲମ୍ବା  ରାସ୍ତା, 

ଦେଖ  ଘର  ପାଲଟିଛି  ଭୁତ ଖାନା, 

ରୋଷେଇ ଶାଳ  ଶୂନ ଶା ନ, 

ରୁଣୁ ଝୁ ଣୁ ଶବ୍ଦ ନାହିଁ 

ଘର ବାରଣ୍ଡାରେ 

ଥରୁ  ଟିଏ  ଆସ ମାଳବିକା 

ଦେଖିଯିବ  ନିଜ  ହାତେ  ପୋତି ଥିବା 

କାକଟସ ଗଛ ପାଣି  ବିନା 

ମୁର୍ମୁଷୁ  ପାଲଟିଛି 

ତୁମ  ସ୍ମୃତି  ସବୁ 

ଭୟଭୀତ  କରେ  ମୋତେ 

ଘର  ରୂପକ   ଶ୍ମଶାନ  ରେ 

ପାଲଟିଛି  ମୁଁ 

ଜୀଅନ୍ତା  ଏକ  ଶବ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy