STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

ଝୁରେ ଆଜି ତୋ ପାଇଁ

ଝୁରେ ଆଜି ତୋ ପାଇଁ

1 min
124


ପ୍ରେମ କରି ଥିଲି ତୋତେ 

ଜୀବନ ପଥେ ଚାଲିବା ପାଇଁ

ତୋରି ପ୍ରେମରେ ଝୁରେ ଆଜି ତୋ ପାଇଁ

ତୋ ଖୁସି ପାଇଁ ସବୁ ମୁଁ ଦେଲି ନେଇ

ତୋରି ପ୍ରେମରେ ଝୁରେ ଆଜି ତୋ ପାଇଁ

ସବୁ ପାଇ ଥିଲି ତୋତେ ମୁଁ ପାଇ

ତୋରି ପ୍ରେମ ରେ ଝୁରେ ଆଜି ତୋ ପାଇଁ

ମୋତେ ଛାଡି ରହିଲୁ ତୁ ତ ଦୂରେଇ

ତୋରି ପ୍ରେମ ରେ ଝୁରେ ଆଜି ତୋ ପାଇଁ

ସବୁ କିଛି ସହିଛି ଖାଲି ତୋତେ ପାଇବା ପାଇଁ

ତୋରି ପ୍ରେମ ରେ ଝୁରେ ଆଜି ତୋ ପାଇଁ

କିଏ ନେଇ ଗଲା ମୋ ଠାରୁ ତତେ ଛଡାଇ

ତୋରି ପ୍ରେମ ରେ ଝୁରେ ଆଜି ତୋ ପାଇଁ

ହାତ ଧରି ଥିଲୁ ମୋର ସାଥି ହୋଇ ରହିବା ପାଇଁ

ତୋରି ପ୍ରେମରେ ଝୁରେ ଆଜି ତୋ ପାଇଁ

ତୋବିନା ମୋତେ କେହି ଭଲ ଲାଗି ନାହିଁ

ତୋରି ପ୍ରେମରେ ଝୁରେ ଆଜି ତୋ ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract