STORYMIRROR

Brundabana Pradhan

Romance

3  

Brundabana Pradhan

Romance

ଝରକାର ଆରପାଖେ

ଝରକାର ଆରପାଖେ

1 min
185

ଝରକାର ଆରପାଖେ 

ମୋ ପ୍ରିୟାର ଘର ଦିଶେ 

କେତେବେଳେ ପ୍ରିୟା ସଜେଇ 

ହେଉଥାଏ ତ କେତେବେଳେ 

ମୋ ଆଡ଼କୁ ଚାହୁଁ ଥାଏ

ଝରକା ଖୋଲିଲେ 

ତା ନିରିମଳ ଚେହେରା 

ଖୁବ୍ ସଫେଦ ଦେଖାଯାଏ 

ସତେ ଯେମିତି ପୂର୍ଣ୍ଣିମାର

ଜହ୍ନ ପରି ।


Rate this content
Log in

Similar oriya poem from Romance