STORYMIRROR

Gajendra Kumar sethy

Romance

2  

Gajendra Kumar sethy

Romance

ଜହ୍ନରାତି

ଜହ୍ନରାତି

1 min
98

ଏମିତି ବି ତ ସବୁ ରାତି

ଅନ୍ଧାର ଓ ଅନ୍ଧକାର

ଠିକ୍ ଯେମିତି ତୁମେ ଆଉ ମୁଁ

ଆଉ ଆମ ସମ୍ପର୍କ ।

କେବେ ଯଦି ଜହ୍ନ ଆସେ

ଢାଳେ ତା'ର ଜୋଛନାରୁ କିଛି

ଇଛା ନଥାଇ ବି କାହିଁଁ 

ହେଇଯାଏ ବିତର୍କ ।

ହେଲେ ତା'ର ବି ଦୋଷ କ'ଣ

ସେ'ତ ଆସୁଛି ଆସୁୁଥିବ

ସୃଷ୍ଟିର ଆରମ୍ଭରୁ

 ସୃଷ୍ଟିର ଶେଷ ପର୍ଯ୍ୟନ୍ତ

ତଥାପି ସିିିଏତ ନିଜର

ଅତି ଆପଣାର

ଜହ୍ନ ଆଉ କଇଁ

ଜହ୍ନ ଦେଲେ ଛୁଇଁ

କଇଁ ଉଠେ ଚେଇଁ ।

 


Rate this content
Log in

Similar oriya poem from Romance