STORYMIRROR

Ghanashyam Biswal

Romance

2  

Ghanashyam Biswal

Romance

ଜହ୍ନର ସାନ ଭଉଣୀ

ଜହ୍ନର ସାନ ଭଉଣୀ

1 min
3.2K

ସିଏ ତ ଜହ୍ନର ସାନ ଭଉଣୀ

ଆଖି ତାର ନୀଳ ସାଗର

ମନ କିଣେ ତାର ପରୀ ଚାହାଣି

ଜହ୍ନ ରାଇଜରେ ତୋଳିଛି ଘର

ତା ପାଇଁ ଗଢିଛି ରାଜ ନଅର

ସିଏ ହେବ ମୋର ମନର ରାଣୀ

ଅଳି ଅଳି ରାଜଜେମା ରାଜ ନନ୍ଦିନୀ

ସଞ୍ଜ ବଧୂ ସିଏ ସାଜିବ ମୋର

ଲଷ୍ମୀପ୍ରିୟା ସେ ମୋ ଆସିବ ଘର

ମୁଁ ସପନ ରଜା ସେ ମୋ ସପନ ରାଣୀ

କରିଛି ଅପେକ୍ଷା ଦିନକୁ ଗଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance