STORYMIRROR

Nirupama Tarai

Romance Fantasy

3  

Nirupama Tarai

Romance Fantasy

ଜହ୍ନ

ଜହ୍ନ

1 min
229

ସନ୍ଧ୍ୟା ଆଗମନ ଅନ୍ଧାର ହୋଇଲା

ଆକାଶ ରେ ଜହ୍ନ ଉଠି ହସିଲା

ଗରମ ଉତ୍ତାପ ଉପଶମ ହେଲା,

ଶୀତଳ କିରଣ ସୁଅ ଛୁଟିଲା।


ପୂର୍ଣ୍ଣଚନ୍ଦ୍ର ଦିଶେ ପୂର୍ଣ୍ଣିମା ‌‌‌‌‌‌‌‌‌‌ଦିନ

ରୂପ ଆକର୍ଷଣ ମୋହୁଛି ମନ

ଆମବାସ୍ୟା ଦିନ କଳା ଅନ୍ଧାର

ଅନ୍ଧାରେ ଅଦୃଶ୍ୟ ସାରା ସଂସାର।


ଆକାଶ ର ରୂପ କି ମନୋହର

ଖୋଲା ଆକାଶ ନୀରବ ଜହ୍ନ

ମନରେ ଲଗାଇ ଫଗୁଣ ଚିହ୍ନ

ମନରେ ପ୍ରାଣକୁ ପୁଲକିତ କରି

ଅସୁମାରୀ ଆଶା ନୂଆ ସ୍ବପ୍ନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance