STORYMIRROR

Sunanda Mohanty

Romance

3  

Sunanda Mohanty

Romance

ଜହ୍ନ ରାତି

ଜହ୍ନ ରାତି

1 min
223

ସବୁଦିନ ଥାଏ ସ୍ୱପ୍ନ 

ନିଦ ସହ ନିଦ ବାନ୍ଧି ମଗ୍ନ 

ହେଲେ ସେଦିନ ଅମାନିଆ ମନ 

ନିଦ ଆସେନା କରେ ଏମିତି ଉଚ୍ଛନ 

ସ୍ୱପ୍ନ ନଥାଏ ଖାଲି ଦହନ 

ସବୁରୁତୁ ମିଶି କରନ୍ତି ସମ୍ମୋହନ 

ବିଷର୍ଣ୍ଣ ଉଦାସୀନ ମନ ଖୋଜେ 

ଜୀବନ୍ତ ସପନ 

ରାତିଟା ହସୁଥାଏ କୋଳେଇ ନେଇ ଜହ୍ନ 

ସତରେ ଭାରି ଅଭିନ୍ନ ସେ ଜହ୍ନ ରାତି 

କାହା ମନେ କେତେ ଉଭାବନ 

ପୁଣି ଆସ୍ଵାଦନର ସମ୍ବେଦନ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance