STORYMIRROR

Kumarlal Rana

Romance

3  

Kumarlal Rana

Romance

ଜହ୍ନ ରାତି

ଜହ୍ନ ରାତି

1 min
189

ଦେଖିଥିଲି ପ୍ରିୟାର ମୁହଁକୁ 

               ଥରେ ନୁହେଁ ଅନେକ ଥର,

କହିଥିଲି କଥା   ବିଶ୍ୱାସରେ 

               ଆସିବୁ ବୋଲି ମୋର ଘର l


ଜାକି ଯୁକା ହୋଇ ବସିଥିବା ସମୟରେ 

                ହସୁଥିଲା ମୁରୁକି ହସା,

ଝିଲିମିଲି ଶାଢ଼ୀତାର ବତାଏ  କି 

                ପ୍ରେମରେ ଲାଗିଛି ନିଶା l


ଜହ୍ନଉଇଁ ଆସୁଥିବା ସମୟରେ 

               ପ୍ରେମିକାର ହସ ହସ ବଦନ,

ଆଲୋକ  ଗୁନ୍ଥି ହୋଇଛି କେତେ 

                ପ୍ରେମିକା ମୋ ହ୍ରୁଦର ସପନ l


ହେ  ଜହ୍ନରାତି ନିର୍ମଳ ଆକାଶର  

                 ଜୋଛନା ଆଲୋକରେ ଭର,

ମୋ  ଜୀବନ    ପ୍ରେମିକା ସଙ୍ଗରେ 

                  ଲଭୁ ପ୍ରେମେ ନିରନ୍ତର l

    

    


Rate this content
Log in

Similar oriya poem from Romance