STORYMIRROR

Kalpana Satpathy

Classics Fantasy

3  

Kalpana Satpathy

Classics Fantasy

ଜହ୍ନ ର ଜନ୍ମଦିନ

ଜହ୍ନ ର ଜନ୍ମଦିନ

1 min
135

ନୂଆ ସମୟର ନୂଆ ନୂଆ ସମ୍ବାଦ 

ଜହ୍ନର ଆଜି ଜନ୍ମଦିନ ହେଉଛି ପାଳନ

ମଣିଷ ପାଇଁ ବି କିଛି କଷ୍ଟ ନୁହେଁ

ଚନ୍ଦ୍ର ପୃଷ୍ଠରେ କଲାଣି ବସବାସ।

ବୈଜ୍ଞାନିକ ଯୁଗରେ ଉନ୍ନତ କୌଶଳ

କିଛି ନାହିଁ ଆଉ ନାହିଁ ଅସମ୍ଭବ

ଜହ୍ନର ଜନ୍ମଦିନ ପାଳନ ପାଇଁ

ହୋ ହାଲା ଖାଲି ସହର ଯାକ।

ଦୂର ଦିଗବଳୟରେ ବେଲୁନ ଝୁଲୁଛି

କେକ୍ ଥାଳିରେ ମହଲ ପୁରିଛି

ଆଜି ଜହ୍ନର ପରିକ୍ରମଣ ସମୟରେ 

ଚାଲିଛି ଜହ୍ନର କେନ୍ଦ୍ରରୁ ପ୍ରସାରିତ

ଜନ୍ମ ଦିନ ର ଶୁଭସଙ୍କେତ ବାଦ୍ୟ

ସଂନ୍ଧ୍ୟା ର ପ୍ରଥମ ପାଦ ଦର୍ଶନ ସମୟେ

ଆଜି ଆନନ୍ଦ ଉଲ୍ଲାସର ସହିତ

ପାଳିତ ହେଉଛି ଜହ୍ନର ଜନ୍ମ ଦିବସ।



Rate this content
Log in

Similar oriya poem from Classics