Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mangalsingh Marandi

Fantasy

4  

Mangalsingh Marandi

Fantasy

ଝିଙ୍କରୀର ଶବ୍ଦ

ଝିଙ୍କରୀର ଶବ୍ଦ

1 min
983


 ମୁଁ ଯେବେ ଶୋଇଥାଏ ନିଦରେ

                     ନିସ୍ତବ୍ଧ ଏକ ରାତ୍ରୀରେ

ଆଣି  ଦିଏ ଅନେକ ଅଥିତି

                    ମୋ ସ୍ୱପ୍ନର ସାଥିରେ ।


କୁହୁକ ତୋର ଗୀତର ଆକାର

                    କୁହୁକ ତୋର ସ୍ୱର

ତୋ ଗୀତ ଯେବେ କାନେ ମୋ ପଡେ

            ହୋଇଯାଏ ମୁଁ ଅନ୍ୟ  ଲୋକର ।


ଜୀବନରେ ମୋ ଆଣି ଦେଇଯାଉ

                      ଅସରନ୍ତି ମିଠା ରାସ୍ତା

ତୋର ମିଠା ଧ୍ଵନୀ ଲାଗେ ଯେ ଦାମିକା

                     ଆଉ ସବୁ ଲାଗେ ଶସ୍ତା ।


ଗଠନ ତୋର ଅତି ନ୍ୟୁନ ଯେ

                  ତୋର ଚଳଚଞ୍ଚଳ ମନ

ସଭିଙ୍କୁ ହଜାଇ ସଭିଙ୍କୁ ମଜେଇ

                ଡେରନ୍ତି ତୋ ଆଡ଼କୁ କାନ ।


ଅପଶି ଆଣିବି କେମିତି ମୁଝେ 

              ଅଭୁଲା ଦିନର ସ୍ମୃତି

କହ ମୋତେ କେବେ ଆଉ କଉଦିନ

                ପେରେଇ ଆଣିବୁ ସେଇ ତିଥି ।


ଇଶ୍ୱରଙ୍କ କୃପା ତୋହରି ଦୟା

                କରିଦେ ମୋତେ ତୁ ନିଜର

ତୋହରି ପାଇଁ ମୁଁ ହଜାଇଲି ଦିଗ

               ହେଇ ମୁଁ ଗଲିଣି ସକାଳର କାକର ।



Rate this content
Log in

Similar oriya poem from Fantasy