STORYMIRROR

Mangalsingh Marandi

Others

3  

Mangalsingh Marandi

Others

ହାଏ ମୋ ସୁନା ମଣି

ହାଏ ମୋ ସୁନା ମଣି

1 min
208

ତୁମ କଥା ଭାବି ଭାବି ଦିନ ମୋ ଯାଏ ସରି

        ହାଏ ମୋ ସୁନା ମଣି

        ପ୍ରତି ମୁହୂର୍ତ୍ତ ବିତେ ମୋ ଗଣି ଗଣି

କେମିତି ବା ପ୍ରିୟତମା ଯିବି ତମକୁ ପାସୋରି ।।1।।


ମୋ ଭାବନାରେ ରାତିର ସପନରେ ନିତି ଆସୁଛ

        ହାଏ ମୋ ସୁନା ମଣି

      ତୁମେ କି ପାରିବ ସେ କଥା ଜାଣି

ମୋର ଆଶା ଓ ବିଶ୍ୱାସ ତୁମେ ଭଲରେ ଅଛ ।।2।।


ଖୁସିର ଲହରୀ ସାଥିରେ ମନରେ ଆସେ ଦ୍ୱନ୍ଦ୍ୱ 

         ହାଏ ମୋ ସୁନା ମଣି 

       ତୁମେ ହେବ ମୋ ହୃଦୟର ରାଣୀ

ହେଇ ଯାଇଛି ମୁଁ ହେଇ ସାରିଛି ତୁମ ପାଇଁ ଅନ୍ଧ ।।3।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍