STORYMIRROR

Mangalsingh Marandi

Classics

3  

Mangalsingh Marandi

Classics

ମନରେ ଜହ୍ନ

ମନରେ ଜହ୍ନ

1 min
206

କମଳ ସେ ଅଙ୍ଗ ଭଙ୍ଗୀ ଦୃଶ୍ୟ ତାର ସଦୃଶ

ଛବି ତାର ମନ ଗଢା ସୋରିଷର କ୍ଷେତ

ବିଚାରର ସମ୍ମୁଖୀନ ଦରବାର ସାହିତ୍ୟ

ଯୁଗନ୍ତର ଆୟୁଷ ସେ ଏକ ରାଜନୈତ ।


ଆଲୋକର ମୌଳିକ ରୂପ ଧରି ତୁମେ ଉଭା

କାଞ୍ଚନ କାନନ ଧରଣୀ ମାତା ଶସ୍ୟଶ୍ୟାମଳାପୂର୍ଣ୍ଣ 

ବିଶ୍ୱାସ ଭରସା ଆପଣା ସ୍ୱଭାବର ମିତ୍ର 

ନୀଳ କନ୍ଦର ମୃଦୁ ପାନୀୟ ଜଳର ବ୍ୟକ୍ତି ବିଶେଷ ।


ସ୍ଵର୍ଗ ରୁହିଣୀ ବାସ ଭବନ ମନ ଲୋଭ ଚରିତ୍ର

ଚିନ୍ତା ଭାବନା ଅବା କଳ୍ପନା ଚିତା ଚୈତନ୍ୟ ରଙ୍ଗ

ନିଶି ବେଗେ ଅଳ୍ପେ ଏକ ଗୋଲାପ ଗୁଚ୍ଛ ପ୍ରକଳ୍ପ

ପରିତୃଷ୍ଣା ନିମ୍ନବେଗୀ ନିକଟସ୍ଥ ସୁନ୍ଦର ବନ ।


ମୌଳିକ ଭାବଧାରା ବ୍ୟକ୍ତିତ୍ଵ ଆକର୍ଷଣୀୟ ବେଶ

ଘେନ ମୋର ନିବେଦ ଏହା ତୁମ ଆଶିଷ

ଜନନୀ ଗାନ ପିତା ପୁତ୍ରର ଗଠିତ ସମ୍ପର୍କ

ତନ୍ମଧ୍ୟରେ ବିଲୀନ ଆୟୁ ବୃଦ୍ଧିର କୃତଜ୍ଞତା ।


Rate this content
Log in

Similar oriya poem from Classics