STORYMIRROR

Banalaxmi Mohanty

Inspirational

3  

Banalaxmi Mohanty

Inspirational

ଝିଅଙ୍କୁ ନ ମଣ ହୀନ

ଝିଅଙ୍କୁ ନ ମଣ ହୀନ

1 min
249


ଝିଅଙ୍କୁ ନ ମଣ ହୀନ

   ପୁଅ, ଝିଅ ଦୁହେଁପରା ସମାନ

ଗୋଟିଏ ମୁଦ୍ରାର ଦୁଇଟି ପାଖ

   ସେମିତି ପୁଅ ଓ ଝିଅକୁ ଦେଖ।।

 

କାହିଁକି ହୁଏ କନ୍ୟା ଭୃଣ ହତ୍ୟା

  ଝିଅ ଜନମିଲେ ମୁହଁ ଟା ପିତା

ଯଦିବା ସଂସାରେ ଵଞ୍ଚିରହିଲା

  ଵିଵାହ ତାପାଇଁ କାଳ ହୋଇଲା।


ବିନା ସ୍ଵାର୍ଥରେ ସେ ସବୁ କରିଥାଏ 

  ତା, ମୂଲ୍ୟ କାହିଁକି ଵୁଝୁନ କିଏ ଼

ମାଆ ହୋଇ ଗର୍ଭ କଷ୍ଟ ସେ ସହେ 

  ପାଳିପୋଷି ପୁଣି ବଡ କରାଏ

ଝିଅ ହୋଇ ଘର ସୁନ୍ଦର କରେ

  ଵିରାଜନ୍ତି ଲକ୍ଷ୍ମୀ ସେଇ ଗୃହରେ।

 

ବୁଢୀମା,ହୋଇ ଆଶିଷ ଢାଳେ

  ନାତି, ନାତୁଣୀଙ୍କୁ ବସାଇ କୋଳେ  

ନାରୀଙ୍କୁ ଆସରେ ସମ୍ମାନ ଦେଵା

  ଝିଅକୁ ଆଉ ହୀନ ନମଣିଵା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational