STORYMIRROR

Sushma Manjari Dash

Abstract

3  

Sushma Manjari Dash

Abstract

ଜଗନ୍ନାଥ

ଜଗନ୍ନାଥ

1 min
203

ଅନାଥ ର ନାଥ ଆହେ ଜଗନ୍ନାଥ

                  ଜଗତେ ବଡ଼ ଠାକୁର

ତୁମେ ପରଂବ୍ରହ୍ମ ଦୟାର ଠାକୁର

                 ମୋ ଠାରେ ସୁଦୟା କର ।।

ତୁୁୁୁମରି ଆଶୀଷ ପାଇବା ପାଇଁକି

                   ଭକ୍ତ ବୁଲେ ତ୍ରିଭୁବନ

ଶରଧାବାଲିରେ ଅତି ଶରଧାରେ

                  କରିଇ ତୁମ ଦର୍ଶନ ।।

ଷାଠିଏ ପଉଟି ଭୋଗ ଲାଖି ହୁଏ

                  ପ୍ରତିଦିନେ ତୁମ ଠାରେ

ମହା ପ୍ରସାଦକୁ ଶ୍ରଦ୍ଧାଳୁ ଭକତେ 

                  ପାଇଥାନ୍ତି ସରାଗରେ ।।

ଶ୍ରୀକ୍ଷେତ୍ର ଧାମରେ ବଡ଼ ଦେଉଳ ରେ

                   ସ୍ୱାମୀ ହୋଇ ବସିଅଛ

ଜଗତର ନାଥ ଆହେ ଜଗନ୍ନାଥ

                  ଲୀଲା ତୁମେ କରୁଅଛ ।।

ନୀଳାଦ୍ରି ବିହାରୀ ଆହେ ଭାବଗ୍ରାହୀ

                  ତୁମ ଠାରେ ଅଳି ମୋର

କରୋନା ରାକ୍ଷସ ଗ୍ରାସୀ ବସିଅଛି

                  ସମୂଳେ ବିନାଶ କର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sushma Manjari Dash

ଗଛ

ଗଛ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Abstract