Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଜଗନ୍ନାଥ ତୁମେ ପରଂବ୍ରହ୍ମ

ଜଗନ୍ନାଥ ତୁମେ ପରଂବ୍ରହ୍ମ

1 min
123



ଜଗନ୍ନାଥ ତୁମେ ପରଂବ୍ରହ୍ମ

ଜଗତରେ କୀର୍ତ୍ତି ଅନୁପମ

ତୁମେ ଗିରିଧର

ତୁମେ ଚକ୍ରଧର

ତୁମେ ମୋ ଜୀବନ ମୋକ୍ଷ ଧାମ।

ଜଗନ୍ନାଥ ତୁମେ ପରଂବ୍ରହ୍ମ

ପାପୀ ଡାକେ ରଖ ଜଗନ୍ନାଥ

ତପୀ ଡାକେ ରଖ ଜଗନ୍ନାଥ

ପାପୀ କୁ ସଂହାର ତପି କୁ ଉଦ୍ଧାର

ଜାଚି ଦିଅ ବର ଜାଣି ମନ।

ଜଗନ୍ନାଥ ତୁମେ ପରଂବ୍ରହ୍ମ

ତୁମେ ପରା ଗତି ମୁକ୍ତି ଦାତା

ତୁମେ ପରା ମୋର ତ୍ରାଣ କର୍ତ୍ତା

ତୁମେ ମୋର ପିତା ତୁମେ ମୋର ମାତା

ତୁମ ବିନା ନାହିଁ ପରିତ୍ରାଣ।

ଜଗନ୍ନାଥ ତୁମେ ପରଂବ୍ରହ୍ମ

ଜଗନ୍ନାଥ ତୁମେ ପରଂବ୍ରହ୍ମ ‌।




Rate this content
Log in

Similar oriya poem from Inspirational