STORYMIRROR

Sujata Routray

Fantasy

2  

Sujata Routray

Fantasy

ଜେଜେଙ୍କ କବିତା

ଜେଜେଙ୍କ କବିତା

1 min
448

ଓଃ ମାଇଁ ଡିଅର ମୋ କଥାକୁ କର ହିଅର

ଜୀବନଟା ମୋର ଦୁଃଖର ସାଗର

ବୁଲେ ହୋଇ ଏବେ ବେକାର


ଭାବିଲି ହେବି ମୁଁ ପୋଏଟ

ନ ପାରିଲି ଲେଖି ସୁଇଟେଷ୍ଟ

କଲମ ଧରି ମୁଁ ବସିଲି ଟିକେ

କିନ୍ତୁ କଳ୍ପନାରେ କିଛି ନ ଯୁଟେ


ଓଃ ମାଷ୍ଟର କଳ୍ପନା ହେଲା ସବୁ ଚୁରମାର

ଘରଭଡା ବାଲା ଦୁଆରେ ଡାକିଲା

ହେଲି ମୁଁ ହରବର ଓଃ ମାଇଁ ଡିଅର


ଦେଖିଲି ଦିନେ ମୁଁ ଫାଇନ୍ ଜେଣ୍ଟେଲ ମ୍ୟାନ୍

କହିଲି ବାବୁ ମୁଁ ଭେରି ପୋର ମ୍ୟାନ୍

ରଖିଲେ ବାବୁ ମୋତେ କରି ପିଅନ

ସରିଲା ମୁଁ ଦେଖୁଥିବା ସବୁ ସ୍ବପ୍ନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy