Susanta Dash
Romance
ସେଥିପାଇଁ ତ ତମକୁ କହିଲି
ମୋ ମନର ଅକୁହା କଥା
ଲେଖିଲି ତମ ପାଇଁ ମୁଁ
ମୋ ରକ୍ତରେ କବିତା
ରମଣ
ଏକ ତରଫା ପ୍ରେମ
ନିରୀହ ପ୍ରେମିକ
ପରିତ୍ରାଣ
ଅବୁଝା କବିତା
ସବୁ ତ ତମର
ପ୍ରଥମ ଦେଖା
ମିଛ ବନ୍ଧନ
ତମଠି ମନ
ଫେଭିକଲ୍
ଅଡୁଆ ପ୍ରଶ୍ନ ଅଡୁଆ ପ୍ରଶ୍ନ
ସ୍ବପ୍ନ ନାୟିକା ସ୍ବପ୍ନ ନାୟିକା
ମାତା ମହିୟସୀ ଘେନ ମୋ ପ୍ରଣାମ ଭୂମିଷ୍ଠ କଲେ ଚୁମ୍ବନ। ମାତା ମହିୟସୀ ଘେନ ମୋ ପ୍ରଣାମ ଭୂମିଷ୍ଠ କଲେ ଚୁମ୍ବନ।
କିନ୍ତୁ ତମେ କେବେ ପ୍ରକାଶ କରନା ତମ ସବୁ ଇଚ୍ଛାକୁ ମାରିଦିଅ ତମ ଅସହଜପଣ ସବୁକୁ ବେଶ ସହଜରେ ତମ ମୁହଁରୁ... କିନ୍ତୁ ତମେ କେବେ ପ୍ରକାଶ କରନା ତମ ସବୁ ଇଚ୍ଛାକୁ ମାରିଦିଅ ତମ ଅସହଜପଣ ସବୁକୁ ବେଶ ସହଜରେ ତମ ...
ବିତିଗଲା ରାତି ବିତିଗଲା ରାତି
ଏବେ ତମକୁ ଆସିବାକୁ ହେବ ତୁମ ପ୍ରିୟା ପାଖକୁ . . . ତା'ର ଅବୋଧ ସନ୍ତାନମାନଙ୍କ ପାଖକୁ ସେମାନେ ବି ଖୋଜନ୍ତି ... ଏବେ ତମକୁ ଆସିବାକୁ ହେବ ତୁମ ପ୍ରିୟା ପାଖକୁ . . . ତା'ର ଅବୋଧ ସନ୍ତାନମାନଙ୍କ ପାଖକୁ ...
ଶୁଭ ସାହାନାଇର ମଧୁର ସ୍ଵର ଝଙ୍କାର ପ୍ରତି ସ୍ପନ୍ଦନରେ ଆଣେ ପ୍ରୀତି ଜୁଆର, ଶୁଭ ସାହାନାଇର ମଧୁର ସ୍ଵର ଝଙ୍କାର ପ୍ରତି ସ୍ପନ୍ଦନରେ ଆଣେ ପ୍ରୀତି ଜୁଆର,
ରଜତ ମାୟାବି ରାତ୍ରିର ଶେଷ ପ୍ରହରରେ ଦୀପଶିଖା ଝାପ୍ସା ଆଲୁଆରେତୁମ ପାଦ ଛବି ଖୋଜେ।କାଳେ ତୁମେ ଲୁଚି ବସିଥିବକଦମ୍ବର କୋର... ରଜତ ମାୟାବି ରାତ୍ରିର ଶେଷ ପ୍ରହରରେ ଦୀପଶିଖା ଝାପ୍ସା ଆଲୁଆରେତୁମ ପାଦ ଛବି ଖୋଜେ।କାଳେ ତୁମେ ଲ...
ଭଙ୍ଗା ପାନ ଖଣ୍ଡକରେ ଚାମକେ ତାଙ୍କ ଓଠ ରଙ୍ଗମୟ ହୁଏ ଯେବେ ପାନ ରଙ୍ଗରେ ଭରି, ଭଙ୍ଗା ପାନ ଖଣ୍ଡକରେ ଚାମକେ ତାଙ୍କ ଓଠ ରଙ୍ଗମୟ ହୁଏ ଯେବେ ପାନ ରଙ୍ଗରେ ଭରି,
ଶୀର୍ଷକ :ସେଇ ଝିଅ ଟି ଶୀର୍ଷକ :ସେଇ ଝିଅ ଟି
ଅତୀତେ ବିନ୍ଦୁଏ ଲୋତକ ଝରିଲେ କହି ଯାଉଥିଲ ଗୁଡ଼ାଏ କଥା ଆଜି ଏ ଲୁହରେ "କାବେରୀ" ଉଛୁଳେ ଆଉ କି... ଅତୀତେ ବିନ୍ଦୁଏ ଲୋତକ ଝରିଲେ କହି ଯାଉଥିଲ ଗୁଡ଼ାଏ କଥା ଆଜି ଏ ଲୁହରେ "କାବେରୀ" ଉଛୁଳେ...
କୃଶୋଦରୀ ସିଂହ କଟିରେ ମେଖଳା, ଝିଲିମିଲି ପାଟ ଦିଶଇ ତୋରା; ଉରଜ ପଙ୍କଜ ନବୀନ କଳିକା କୃଶୋଦରୀ ସିଂହ କଟିରେ ମେଖଳା, ଝିଲିମିଲି ପାଟ ଦିଶଇ ତୋରା; ଉରଜ ପଙ୍କଜ ନବୀନ କଳିକା
କେଉଁ ରୂପ ଶିଳ୍ପୀ ତୋତେ ଗଢିଥିଲେ ତୋଳି ତୋର ରୂପ ସମ୍ଭାରରେ ଦେଲେ ଗନ୍ଧକଳୀ । କେଉଁ ରୂପ ଶିଳ୍ପୀ ତୋତେ ଗଢିଥିଲେ ତୋଳି ତୋର ରୂପ ସମ୍ଭାରରେ ଦେଲେ ଗନ୍ଧକଳୀ ।
ପ୍ରେମରେ ପ୍ରବଞ୍ଚନା, ନିମିଷେ କରେ କେତେ ଆନମନା, ସଞ୍ଚରିଯାଏ ଏଇ ଆମ ଶିରା-ପ୍ରଶିରାରେ ବିଡ଼ମ୍ବନା ଆଉ ବିଡ଼ମ୍ବନା ! ପ୍ରେମରେ ପ୍ରବଞ୍ଚନା, ନିମିଷେ କରେ କେତେ ଆନମନା, ସଞ୍ଚରିଯାଏ ଏଇ ଆମ ଶିରା-ପ୍ରଶିରାରେ ବିଡ଼ମ୍ବନ...
ଜୀବନ ଜୀବିକା ପାଇଁ ସେ ଡହଳ ବିକଳ ତା ସଂସାର ଜଞ୍ଜାଳେ ସିଏ ନ ପାଏ ଥଳକୂଳ କାହିଁକି କେଜାଣି ମୁଁ ତ... ଜୀବନ ଜୀବିକା ପାଇଁ ସେ ଡହଳ ବିକଳ ତା ସଂସାର ଜଞ୍ଜାଳେ ସିଏ ନ ପାଏ ଥଳକୂଳ ...
ଏକାନ୍ତ ମୁହୁର୍ତ୍ତ ଏକାନ୍ତ ମୁହୁର୍ତ୍ତ
ଶ୍ରାବଣରେ ଭିଜୁଛି ଶ୍ରାବଣୀ ଶ୍ରାବଣରେ ଭିଜୁଛି ଶ୍ରାବଣୀ
ବର୍ଷା ଏକ ସ୍ମୃତି ସେଇ ପିଲାଦିନର, କଳାହାଣ୍ଡିଆ ମେଘ ଦେଖି ମାଆ କୋଳରେ ଲୁଚିବାର, ବାପାଙ୍କ ଫେରିବା ବାଟକୁ ଚାହିଁ ମାଆ ... ବର୍ଷା ଏକ ସ୍ମୃତି ସେଇ ପିଲାଦିନର, କଳାହାଣ୍ଡିଆ ମେଘ ଦେଖି ମାଆ କୋଳରେ ଲୁଚିବାର, ବାପାଙ୍କ ଫେର...
ତୁମେ ତୁମେ
ଜାଗ୍ରତ ଜାଗ୍ରତ