STORYMIRROR

Susanta Dash

Others

2  

Susanta Dash

Others

ଫେଭିକଲ୍

ଫେଭିକଲ୍

1 min
2.2K


ପାରିବ ଯଦି ମୋତେ ଥରେ

ଅଲଗା ନଜରରେ ଦେଖ

ମୁଁ କାଳ କାଳକୁ ତମରି

ପ୍ରେମରେ ବନ୍ଧା

ଯେପରି ମୋ ଜୀବନ

ତମ ପାଇଁ ନଛୋଡବନ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍