ରମଣ
ରମଣ
ସବୁ ମିଛ ହୋଇପାରେ
ମୋହଗ୍ରସ୍ତ ଜୀବନ ପାଖରେ
ମୋର ଆତ୍ମା ଲୁଚି ଲୁଚି
ଖେଳେ ରମଣର ଖେଳ
ତମରି ସାଥିରେ ।
ସବୁ ମିଛ ହୋଇପାରେ
ମୋହଗ୍ରସ୍ତ ଜୀବନ ପାଖରେ
ମୋର ଆତ୍ମା ଲୁଚି ଲୁଚି
ଖେଳେ ରମଣର ଖେଳ
ତମରି ସାଥିରେ ।