STORYMIRROR

Susanta Dash

Abstract

2  

Susanta Dash

Abstract

ପରିତ୍ରାଣ

ପରିତ୍ରାଣ

1 min
2.5K


ପାର୍ଥିବ ଶରୀରର ମିଳନ

ଅସତ୍ୟ ହୋଇପାରେ

ଆତ୍ମା ଆଉ ଦେହର ମିଳନ

ମିଛ ହୋଇପାରେ

ତମେ ତ ପରମାତ୍ମା

ତମ ସହ ମିଳନ

ମୋର କଣ ହୋଇପାରେ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract