STORYMIRROR

Susanta Dash

Others

2  

Susanta Dash

Others

ନିରୀହ ପ୍ରେମିକ

ନିରୀହ ପ୍ରେମିକ

1 min
13.8K


ତେଣୁ ତ ରହିଲି ତମ ପାଇଁ

କାଳ କାଳ ପାଇଁ ଅଦୃଶ୍ୟ

ତମରି ପାଖରେ ନତମସ୍ତକ

ଈଶ୍ୱରଙ୍କ ପରି

ତମେ ବି ମୋ ପାଇଁ ଅପ୍ରାପ୍ତ

ଆଉ ଅସ୍ପର୍ଶ..।


Rate this content
Log in