STORYMIRROR

Susanta Dash

Inspirational

2  

Susanta Dash

Inspirational

ମିଛ ବନ୍ଧନ

ମିଛ ବନ୍ଧନ

1 min
2.8K


ଅଳସ ମହ ମହ

ଜୀବନ୍ତ ଜୀବନରୁ

ଝରିଯିବ ଭଲ ପାଇବାର

ମିଛ ପ୍ରେମ,

ସରିଯିବ ଯେତେ ସବୁ ସ୍ୱପ୍ନ

ହଜିଯିବ ମରୀଚିକାର ମିଛ ବନ୍ଧନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational