STORYMIRROR

Nirupama Tarai

Abstract Romance Inspirational

3  

Nirupama Tarai

Abstract Romance Inspirational

ଜାଗ୍ରତ

ଜାଗ୍ରତ

1 min
170

ଜାଗ୍ରତ ହୁଅରେ ଜାଗ୍ରତ ହୁଅ,

ବୀର ସନ୍ତାନ ଆଜି

ପୁରୁବ ପୁୁୁୁରୁଷ ମାନଙ୍କନର ଗାଥା

ଆନନ୍ଦେ ହୁଅ ରେ ଭଜି

ମନେ ପଡୁନି କି ମହାପୁରୁଷଙ୍କ

ବଳିଦାନ କଥା ଆଜି।


 ପରିବାର ଛାଡ଼ି ନିଜ ଜୀବନକୁ

ଲଗେଇ ଥିଲେ ଯେ ବାଜିିିି

ଜାଗ୍ରତ ହୁଅ ରେ ଜାଗ୍ରତ ହୁଅ

ବୀର ସନ୍ତାନ ଆଜି ।


ମନେ ପଡୁନି କି ବୀର ଧରମାର

ବଳିିଦାନ କଥା ଆଜି

ବଢେଇ ମାନଙ୍କ ପାଇଁ

ସମୁଦ୍ରରେ ଗଲା ହଜିି।


ଭୁଲି ଗଲଣିକି ଓଡ଼ିଆ ସଂସ୍କୃତି

ପରମ୍ପରା କଥା ଆଜି

ମନ୍ଦିର କାନ୍ଥରେ ଅଲିଭା ଚିତ୍ର ଖୋଜି

ଜାଗ୍ରତ ହୁଅ ରେ ଜାଗ୍ରତ ହୁଅ

ବୀର ସନ୍ତାନ ଆଜି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract