Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Inspirational

3  

Satyanarayan Sahoo

Abstract Action Inspirational

ଜାତୀୟ ଚେତନା

ଜାତୀୟ ଚେତନା

1 min
160


ଜାତୀୟ ଚେତନା ଜାତୀୟ ଗୌରବ

ଯୋଗାଏ ସବୁରୀ ମନେ ସଦଭାବ ।


ଜାଗରିତ କରେ ନିତି ଜାତି ପ୍ରିତୀ

ଅକ୍ଷୁର୍ଣ୍ଣ ରଖଇ ଜାତୀୟ ସଂହତି ।


ନବ ରୋମାଞ୍ଚରେ ହରେ ଜନ ମନ

ତୋଳି ପ୍ରାଣେ ପୁଣ୍ୟ ସଦ୍ଭାବ ସ୍ପନ୍ଦନ । 


ଆଶା ଆଶ୍ଵାସନା ଅଭୟ ସାନ୍ତ୍ଵନା

ପରାଣେ ପ୍ରୀତିର ସ୍ରୋତ ଉତ୍ତେଜନା ।


ସଂଚାରି ସଭ୍ୟତା ସଂସ୍କୃତି ମାର୍ଜିତ

କରି ଅବିରତ ରଖେ ଜାଗରିତ । 


ସଂସ୍କୃତି ଚେତନା ସ୍ପନ୍ଦନ ଆହ୍ବାନ

ଜାତୀୟ ଚେତନା ଗୌରବ କେତନ ।


ଆମରି ତ୍ରିରଙ୍ଗା ପତାକା ଉଡାଇ

ପ୍ରତି ପ୍ରାଣେ ପ୍ରୀତି ପ୍ଲାବନ ଖେଳାଇ ।


ଜାତୀୟ ଚେତନା ଗୌରବ ଗାରିମା

ପ୍ରସାରେ ଯେ ସଦା ନବ ଉଦ୍ଧୀପନା ।


Rate this content
Log in

Similar oriya poem from Abstract