STORYMIRROR

Sunanda Mohanty

Inspirational Thriller Others

3  

Sunanda Mohanty

Inspirational Thriller Others

ଜାନୁଆରି ବାର ତାରିଖ

ଜାନୁଆରି ବାର ତାରିଖ

1 min
7


ଆଜି ପରା ଏହି ଦିନ

ବିବେକାନନ୍ଦଙ୍କ ଜନ୍ମ

ଅଠରଶହ ତେଷଠିର ନରେନ

ଅନେକରେ ଏକ ହୋଇ ମହାନ 

ପିତା ବିଶ୍ୱନାଥ ଦତ୍ତ ବହୁଭାଷି

ନରେନ ହେଲେ ସ୍ବାଧୀ ତପସ୍ୱୀ ଋଷି

ସମସ୍ତଙ୍କୁ ସମ୍ମାନ କରିବା ଶିଖି

ପରିବାର ସମ୍ମାନ ଯାଇଛନ୍ତି ରଖି

ଚି଼କାଗୋର ଭାଷଣ ଆଜି ବି ଦର୍ଶନ

ଭାଇ ଭଉଣୀ ରୂପେ ସମସ୍ତଙ୍କୁ ସମ୍ବୋଧନ

ସନାତନ ଧର୍ମର କରି ସଂସ୍ଥାପନ

ଦୟା କରିବା ଶିଖି ଶିଖାଇ

ମାତାଙ୍କ ଆଶୀର୍ବାଦ ପାଇ

ଲକ୍ଷ ଉପରେ ଧ୍ୟାନ ଦେଇ

ନାରୀଙ୍କୁ ଦେଇ ସମ୍ମାନ

ଗୁରୁଙ୍କୁ ଶ୍ରଦ୍ଧା ସୁମନ

ହେବା ବୁଦ୍ଧିମାନ

ସହ ହାସ୍ୟରସ ନିବେଦନ

ଅନ୍ୟକୁ ନକରି କେବେ ଅପମାନ

ଆତ୍ମାକୁ ଦରକାର ଚିନ୍ତନ

ଅଣଚାଳିଶ ବର୍ଷର ସ୍ୱଳ୍ପ ଜୀବନ

ଉଣେଇଶ ଦୁଇରେ ପରଲୋକ ଗମନ

ଜନମ ଦିନରେ ପ୍ରଣାମ ଘେନ

ଗୁରୁ ସେଵା ବ୍ରତେ ପାଳି ସ୍ବଧର୍ମ

ବିବେକାନନ୍ଦ ତୁମ ସାର୍ଥକ ଜନ୍ମ ।



Rate this content
Log in

Similar oriya poem from Inspirational