STORYMIRROR

Anil kumar Pradhan

Tragedy

3  

Anil kumar Pradhan

Tragedy

ଜାଣିଶୁଣି କିଏ କାହାରି ?

ଜାଣିଶୁଣି କିଏ କାହାରି ?

1 min
288

ଏଠି ତ' ତାକୁ ନେଇ ଚାଲେ ଦୁନିଆ

ହେଲେ ଏଠି ଭୟକରେ ଆଜି

କାନ୍ଦିବାକୁ କୁଆଁ କୁଆଁ ll


ସେ କି ହାଟ କରିଛି ଯେ ?

ତାକୁ ନେଇ ବେପାର

ବେପାରୀ ତମେ କି ମୁଁ ନୁହେଁ

ସେ ବି ତା' ଅତି ପାଖର ll


ଏଠି ,ସେଠି ,ସବୁଠି

ତଥାପି ଅଜଣାପରି

ଅନ୍ଧ ,କାଲା ,ମୂକ କାହିଁକି ?

ଫମ୍ପା ପରିଚୟ ଧରି ll


କିଏ କରିବ ଗୁହାରି

ଜାଣି ଶୁଣି ଖାଲି ଶୁଭୁଛି

ଏଠି କିଏ କାହାରି ?



Rate this content
Log in

Similar oriya poem from Tragedy