STORYMIRROR

Sarojini Behera tiki

Abstract

3  

Sarojini Behera tiki

Abstract

ଜାଣେନା ଫେରିବ କେବେ

ଜାଣେନା ଫେରିବ କେବେ

1 min
400

ଜାଣେନା ଫେରିବ କେବେ

ସମୟଟା ଠିକ ପୂର୍ବପରି ନିଜ

ବାଟରେ ଚାଲୁଛନ୍ତି ଦିନ ପରେ ଦିନ

ରାତି ପରେ ରାତି ମାସ ପରେ ମାସ

ବର୍ଷ ଋତୁ ସବୁ ନିଜ ନିଜ ଗତିରେ


ହେଲେ ମୁଁ ଆଜି ସ୍ତବ୍ଧ ପାଲଟିଛି

ସେଇ ଅତୀତରେ ମୋ ଦୁନିଆ

ସ୍ୱପ୍ନ ଅଭିଳାଷ ଆଶା ହଜି ଯାଇଛି

ଅତୀତ ଭିତରେ ନା ମୁଁ ବାହାରି

ପାରୁଛି ନା ନିଜକୁ ଖୋଜି ପାଉଛି


ଅତୀତର ସବୁ ମୁହୂର୍ତ୍ତରେ ତୁମେ

ଥିଲ ମୋର ସାଥି ତୁମଠୁ ଆରମ୍ଭ

ତ ହୋଇଯାଉଥିଲା ହେଲେ

କେବେ ଶେଷ ହେଉନଥିଲା

ନା ତୁମେ ଚାହୁଁଥିଲ ନା ମୁଁ

ବାସ ଖାଲି ତ ଆସର ଜମେଇବାର ଇଛା


ଆଜି ତୁମେ ମୋ ପାଇଁ

ଅତୀତର ହଜିଲା ମୁହୂର୍ତ୍ତ

ତୁମ ସହ ମୋ କାହାଣୀ ବି ହେଇଛି

ଅତୀତ,ଦେଖୁନା ଆଜିବି ତୁମ ଅପେକ୍ଷାରେ

ଅସୁମାରୀ ମୂଲ୍ୟହୀନ ସହ ସହିତ

ଚାହିଁଛି ତୁମ ଲେଉଟା ପଥ


ମୁଁ "ଜାଣେନା ଫେରିବ କେବେ"

ଫେରିବ କି ନାଇଁ କୋୖଣସି ସନ୍ଧାନ ବି

ନାହିଁ ତଥାପି,ତଥାପି ରହିଛି ରହିବି

ତୁମ ଅପେକ୍ଷାରେ ମୀରା ପରି

ରାଧା ପରି ଚାତକ ପରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract