STORYMIRROR

Binata Mohanta

Abstract

3  

Binata Mohanta

Abstract

ଜାମୁକୋଳି

ଜାମୁକୋଳି

1 min
82

ଆଜି ହାଟରୁ ଆସିଲା ଜାମୁ

ଆନନ୍ଦ ରେ ସଭିଏଁ ଖାଇଲୁ ତହୁଁ ।।


କଳା ଗୋଲାପି ମିଶା ରଙ୍ଗ ଟି ତା'ର 

ସୃଷ୍ଟି ହେଲା ରଙ୍ଗ ବାଇଗଣୀ ର ।।


ମିଳିଥାଏ ଏହା ଛୋଟ ଛୋଟ ଆକାରରେ

ଲାଗି ଥାଏ କଷା ମିଠା ସ୍ଵାଦରେ ।।


ଜାମୁକୋଳି ନେବା ଲାଗି ଭିଡ ଲୋକଙ୍କ ର

ଏହା ଦେଖି ମନେ ପଡ଼େ ଗପ ମାଙ୍କଡ଼ ଓ କୁମ୍ଭୀର ର ।।


ଜାମୁକୋଳି ଠାରେ ଅଛି ରୋଗ ପ୍ରତିରୋଧକ 

ତେଣୁ ଏହାକୁ ଖାଆନ୍ତି ଛୋଟ ଠାରୁ ବୟସ୍କ ଲୋକ ।।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract