Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Binata Mohanta

Abstract

3.4  

Binata Mohanta

Abstract

ଜାମୁକୋଳି

ଜାମୁକୋଳି

1 min
73


ଆଜି ହାଟରୁ ଆସିଲା ଜାମୁ

ଆନନ୍ଦ ରେ ସଭିଏଁ ଖାଇଲୁ ତହୁଁ ।।


କଳା ଗୋଲାପି ମିଶା ରଙ୍ଗ ଟି ତା'ର 

ସୃଷ୍ଟି ହେଲା ରଙ୍ଗ ବାଇଗଣୀ ର ।।


ମିଳିଥାଏ ଏହା ଛୋଟ ଛୋଟ ଆକାରରେ

ଲାଗି ଥାଏ କଷା ମିଠା ସ୍ଵାଦରେ ।।


ଜାମୁକୋଳି ନେବା ଲାଗି ଭିଡ ଲୋକଙ୍କ ର

ଏହା ଦେଖି ମନେ ପଡ଼େ ଗପ ମାଙ୍କଡ଼ ଓ କୁମ୍ଭୀର ର ।।


ଜାମୁକୋଳି ଠାରେ ଅଛି ରୋଗ ପ୍ରତିରୋଧକ 

ତେଣୁ ଏହାକୁ ଖାଆନ୍ତି ଛୋଟ ଠାରୁ ବୟସ୍କ ଲୋକ ।।



Rate this content
Log in