STORYMIRROR

Sudipta Behera

Inspirational

4  

Sudipta Behera

Inspirational

ଜାଗୃତି

ଜାଗୃତି

1 min
367

ସମୟ ଆସିଛି

ସମ୍ମୁଖୀନ ହେବାକୁ

ପ୍ରତିରୋଧ କରିବାକୁ

ମୃତ୍ୟୁ ର ତାଣ୍ଡବଲୀଳା

ରଚୁଥିବା କରୋନା ମହାମାରୀକୁ I

ହେ ଭାରତ ବାସୀ

ଆସ ଜାଗ୍ରତ ହୁଅ

ଅସ୍ତ୍ର ଧରି ସଜାଗ ରୁହ

ଶସ୍ତ୍ର ଧରି କର ରଣ

ବୀର ମାରେ ଅବା ମରେ

ଏଇ ଶପଥରେ

ଆଗେଇ ଚାଲ

ବକ୍ଷୁ ନିଗାଡ଼ି ରକ୍ତ

ଧରି କର ବାଳ

ନିପାତ କରିବା

ମହାମାରୀ

ଯାର ସ୍ପର୍ଶେ

ଜୀବନ ଯାଏ ହାରି

ଆଜି ତାକୁ ଶିଖାଇବା ସବ୍ କ

ସଚେତନ କରିବା ସମଗ୍ର ଭାରତ ବାସୀ

କରିବା ଦମନ

ମୃତ୍ୟୁ ର କରାଳ ଗର୍ଭ

ଧୂଳିସାତ୍ କରି

ହେବା ଜୀବନ୍ମୁକ୍ତ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational