STORYMIRROR

sumita behera

Abstract

2  

sumita behera

Abstract

ଜାଗରେ ଯୁବକ

ଜାଗରେ ଯୁବକ

1 min
372

ଜାଗରେ ଜାଗରେ 

ନବୀନ ଯୁବକ

ତୁମ ହାତେ ଏବେ ଭାଗ୍ୟ ଦେଶର,

କଇଁ କଇଁ କାନ୍ଦେ

ଉତ୍କଳ ଜନନୀ 

ହାତେ ହାତ ରଖି ସାହାଯ୍ୟ କର


ଅସହାୟ ଆଜି

ଆମରି ଜନତା

ଦୈଵ ଦୁର୍ବିପାକେ ବଡ଼ ଅସ୍ଥିର,

କ୍ଷୁଧା ଓ ତୃଷ୍ଣାରେ

ଜର୍ଜରିତ ପ୍ରାଣ

ଆକୁଳେ ଡାକୁଛି ଉଦ୍ଧାର କର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Abstract