Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action

4  

Satyanarayan Sahoo

Action

ଇଙ୍କିଡି ମିଙ୍କିଡି

ଇଙ୍କିଡି ମିଙ୍କିଡି

1 min
375



ପିଲାଦିନ ପିଲା ମେଳେ ଖେଳୁ ଥିଲୁ ଖେଳ

ଇଙ୍କିଡି ମିଙ୍କିଡି ଯହିଁ ଭରା କୌତୁହଳ ।

ପିଲା ଛୁଆ ସାଥେ ହସ ରସ ଭାବ ଘେନି

କେତେ ମଜା ଲାଗେ ଖେଳ ଇଙ୍କିଡି ମିଙ୍କିଡି ।

ସମୟ ସହିତ ଏବେ ହୋଇ ଲାଣି ଲୁପ୍ତ

ଆଜିର ଏ ଆଧୁନିକ ସମସ୍ୟା ଜଡିତ ।

ସଞ୍ଜ, ସକାଳ ରେ ପୂର୍ବ କାଳେ ଖେଳୁ ଥିଲୁ

କଥା କହି ଗୀତ ଗାଇ କେତେ ଖୁସି ଥିଲୁ ।

କିନ୍ତୁ ଏବେ ଆଉ କିଛି ଦିନ ପରେ ତାହା

ସତେ କିବା ଲୋପ ପାଇ ଗଲା ଚିର ଆହା ।

ଇଙ୍କିଡି ମିଙ୍କିଡି ଧାଇଁ ଘିଡି ଘିଡି ଖେଳ

ଖେଳୁ ଥିଲେ ଘରେ ଶିଶୁଏ ହୋଇଣ ମେଳ ।

ଭାଇ ଭଉଣୀ ଏ ଇଙ୍କିଡି ମିଙ୍କିଡି ଖେଳି

ଆହା କି ଆଗ୍ରହ ପ୍ରଦର୍ଶନ  ଥାନ୍ତି କରି ।


Rate this content
Log in

Similar oriya poem from Action