STORYMIRROR

Trushna Das

Abstract Tragedy Others

3  

Trushna Das

Abstract Tragedy Others

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
292

ଆକାଶରେ ଯେମିତି ସଜେଇ ହୁଏ 

   ଇନ୍ଦ୍ରଧନୁର ସାତଟି ରଙ୍ଗରେ

ତୁମ ଯୋଡ଼ି ହେଲା ପରେ 

   ଭାବିଥିଲି ମୁଁ ସଜେଇ ହେବି ତୁମ ପ୍ରେମ ରଙ୍ଗରେ।। 


ଆକାଶରେ ଇନ୍ଦ୍ରଧନୁ ଦେଖାଯାଏ କ୍ଷଣିକ ପାଇଁ 

   ତୁମ ପ୍ରେମ ବି ଥିଲା କ୍ଷଣିକ ପାଇଁ 

ଇନ୍ଦ୍ରଧନୁ ଯାଏ ଆକାଶକୁ ସୁନ୍ଦର କରି

   ତୁମ ପ୍ରେମ ଗଲା ମୋ ଜୀବନକୁ ନଷ୍ଟ କରି।। 


ଇନ୍ଦ୍ରଧନୁ ଆକାଶକୁ ଆଣି ଦିଏ ସୁନ୍ଦରତା 

   ତୁମେ ମୋତେ ଦେଲ ପ୍ରତାରଣା ଓ ଛଳନା

ଇନ୍ଦ୍ରଧନୁ ଆଣି ଥାଏ ଶୀତଳତା

   ତୁମେ ଆଣି ଦେଲ ମୋ ଜୀବନେ ଦୁଃଖ ଓ ବେଦନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract