STORYMIRROR

Sanuja Meghamala

Classics

3  

Sanuja Meghamala

Classics

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
12K

ରଙ୍ଗୀନ୍ ସପନରେ ହଜି

ନାଲି ନେଳି ଏମିତି ଭଳି ଭଳି

 ରଙ୍ଗର ମୁରୁଜକୁ ବୁଣି

 ଆଙ୍କି ଗଲି ଚିତ୍ର ଯେତେ

ଅନାଗତ ଭବିଷ୍ୟତ ପାଇଁ..।


ପାଇ ତୁମ ପ୍ରୀତି ମଧୁ ପରଶ

ମୋ ଅଗଣା ମହକିଲା 

ସବୁଦିନ ହୋଇ ରଙ୍ଗର ଫଗୁଣ

ପ୍ରେମ ରଙ୍ଗେ ଖେଳି ହୋଲି.

ସବୁକିଛି ଭୁଲି ଗଲି...।


ତୁମେ ଥିଲେ ପାଖେ ମୋର

ଲୋଡ଼େ ନାହିଁ ଆଉ କିଛି

ଭଲ ମନ୍ଦ ପାପ ପୁଣ୍ୟ 

ମୋ ମନେ ଆଙ୍କିଛ ଇନ୍ଦ୍ରଧନୁ

ଭରି ଜୀବନେ ସାତ ରଙ୍ଗ..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics