STORYMIRROR

Gouri Panda

Abstract

2  

Gouri Panda

Abstract

ଈଶ୍ବର

ଈଶ୍ବର

1 min
437

ହେ ଈଶ୍ୱର

ଏଇ ସଂସାର କୁ ରକ୍ଷା କର

ହେ ଈଶ୍ୱର

ତୁମେ ଆଦ୍ୟ, ଅନ୍ତ ଏ ସୃଷ୍ଟି ର

ହେ ଈଶ୍ୱର

ତୁମେ ଇଚ୍ଛା ରେ ସୃଷ୍ଟି ସଂହାର

ହେ ଈଶ୍ୱର

ତୁମେ ପିତା ଓ ପରମେଶ୍ବର

ହେ ଈଶ୍ୱର

ଆଦି, ଅନ୍ତ ନାହିଁ ଯେ ତୁମର

ହେ ଈଶ୍ୱର

ସର୍ବଦା କୃପା ରହୁ ତୁମର

ହେ ଈଶ୍ୱର

ଏଇ ମିନତି ପାଦେ ତୁମର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract