ଈଶ୍ୱର
ଈଶ୍ୱର
ନଶ୍ୱର ଜୀଵନ ଟା ଯେବେ ଈଶ୍ୱର
ଖୋଜେ ସେତିକି ବେଳେ
ମାର୍ଗଦର୍ଶନ ହୁଏ
ନଶ୍ୱର ଜୀବନଟା ଯେବେ ଈଶ୍ୱର
ଖୋଜେ ସେତିକି ବେଳେ
ମର୍ମ ବୁଝି ପାରେ
ଜୀଵନ ର ପ୍ରକୃତ ଅର୍ଥ
ବୁଝିପାରେ ବାସ୍ତବ ଟା
ସେ ଆଉ ମର୍ମାହତ ହୁଏନା
ସେ ଆଉ ବ୍ୟଥିତ ହୁଏନା.........
