Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pranati Jena

Inspirational

3  

Pranati Jena

Inspirational

ଈଶ୍ୱର ସନ୍ତାନ

ଈଶ୍ୱର ସନ୍ତାନ

1 min
396


କହିବା ସହଜ କଷ୍ଟ କରିବାକୁ 

 ହୃଦୟର ଅନୁଭବ 

ପ୍ରତି ପଦେ ପଦେ ଏଇ ଚେତନାକୁ

 ଧର୍ମ ବୋଲି ମନେ ଭାବ.....


ନିଜେ ନ କରିଲେ ଅନ୍ୟକୁ କହିବା

  ନୁହେଁ ମଣିଷପଣିଆ 

ସମସ୍ତେ ଈଶ୍ୱର ସନ୍ତାନ ଭାବିବା

  ଅନୁଭବେ ଭାବ ସିନା......


ସତ୍ୟପଥେ ଏଠି ଯନ୍ତ୍ରଣା ମିଳଇ

  ହସି ସହିବା ଯତନେ 

ଆଜି କିଏ ଅଛି ନଥିବ ଯେ କାଲି

  ପର ଅପରକି ମନେ......



Rate this content
Log in